ଲାନ୍ସ ନାଏକ ଚନ୍ଦ୍ରଶେଖର । ବ୍ୟାଚ ନଂ ୪୧୬୪୫୮୪ । ୩୮ ବର୍ଷର ପରେ ସେ ଘରକୁ ଫେରିଛନ୍ତି । ହେଲେ ସ୍ବଦେହରେ ନୁହେଁ ବିଦେହରେ । ସୀଆଚୀନର ଏଇ ବରଫାବ଼ତ୍ତ ଚଟ୍ଟାଣ ତଳେ ଦୀର୍ଘ ବର୍ଷ, ଶ୍ବାସହୀନ ହୋଇ ଶୋଇ ରହିବା ପରେ ଆଜି ଦେହରେ ତ୍ରିରଙ୍ଗା ଢାଙ୍କି ହୋଇ ଘରକୁ ପେରିଛି ତାଙ୍କ ମୃତଦେହ
#Siachenhero #LanceNaikChandrashekhar #38years #home #indianjawan #Odisha #ArgusNews