#କାମ_ଦେଲାନି_ପରିବାର_ନିୟୋଜନ
ଇଏ ହେଉଛନ୍ତି ମରିୟମ୍ ନବାତାନ୍। ଯିଏ ୪୦ ବର୍ଷରେ ୪୪ ସନ୍ତାନର ଜନନୀ ହୋଇଛନ୍ତି । ସେ କଣ ପରିବାର ନିୟୋଜନ ବିଷୟରେ ଜାଣିନଥିଲେ । ଯେତେବେଳେ ଜନ୍ମ ନିୟନ୍ତ୍ରଣ ବିଷୟରେ ଚିନ୍ତା କଲେ ଡାକ୍ତର କହିଲେ ତାଙ୍କ ଉପରେ ପରିବାର ନିୟୋଜନର କୌଣସି ତରିକା କାମ କରିବନି । ଯଦି ସନ୍ତାନ ଜନ୍ମ କରିବା ବନ୍ଦ କରିଦିଅ ତେବେ ଗମ୍ଭୀର ରୋଗ କିମ୍ବା ମୃତ୍ୟୁ ମୁଖରେ ପଡିପାର । ଯେଉଁଥିପାଇଁ ମରିୟମ୍ ଏବେ ୪୪ ପିଲାଙ୍କ ଜନନୀ ।
#africa #uganda #MariamNabatanzi #44children #Odisha #ArgusNews