#୭୫_ବର୍ଷ_ପରେ_ବିଚାରର_ସମ୍ମୁଖୀନ_ହେବେ_ଜଣେ_ମହିଳା_ଅଭିଯୁକ୍ତ
ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଜର୍ମାନୀର ନାଜି ଶାସକ ହିଟଲର୍ ଏବଂ ତାଙ୍କର ନାଜି ଦଳ ୟୂରୋପୀୟ ଇହୁଦିଙ୍କୁ କିପରି ଅମାନୁଷିକ ଭାବରେ ହତ୍ୟା କରିଥିଲେ ତାହା ବିଶ୍ବ ଇତିହାସର ଏକ କଳଙ୍କମୟ ଅଧ୍ୟାୟ ।
#germany #secondworldwar #Hitler #eropa #world #Odisha #ArgusNews