ସଂସଦରେ ଉପସ୍ଥାପନା ହେଲା ବଜେଟ ୨୦୨୩। ବଦଳିଲା ଆୟକର ସ୍ଲାବ୍। ୭ ଲକ୍ଷ ଯାଏ ଆୟ କର ଛାଡ। ୩ ଲକ୍ଷ ପର୍ଯ୍ୟନ୍ତ ଆୟକର ସୂନ। ବାର୍ଷିକ ୩ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିଲେ ଦବାକୁ ପଡିବନି ଟ୍ୟାକ୍ସ । ମଧ୍ୟବିତ୍ତଙ୍କ ପାଇଁ ଏହା ବଡ ଆଶ୍ୱସ୍ତି ।
#ArgusNews #IncomeTax #BudgetSession #FinancialYear2023 #FinanceMinister #NirmalaSitharaman #National