ସାଉଥମ୍ପଟନରେ ଟିମ ଇଣ୍ଡିଆର ଚିତପଟାଙ୍ଗ। କିୱି ଆଗରେ ହାତ ଟେକିଦେଲା ବିରାଟ ବାହିନୀ। ଧୁଳିସାତ୍ ହେଲା ପ୍ରଥମ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟାନଶିପ ଜିତିବାର ସ୍ୱପ୍ନ।ବର୍ଷା ଯୋଗୁଁ ଅଧାଦିନ ଖେଳ ବାତିଲ ସତ୍ତ୍ୱେ ନ୍ୟୁଜିଲାଣ୍ଡ ବୋଲରଙ୍କ ଆଗରେ ତିଷ୍ଠି ପାରିଲେନି ଭାରତୀୟ ବ୍ୟାଟ୍ସମ୍ୟାନ।ଫଳରେ ଅଧାରହିଲା ସ୍ୱପ୍ନ।
#ArgusNews #National #WorldTestChampionship #FinalMatch