#ମେଁ_ରହୁଁ_ନା_ରହୁଁ_ୟେ_ଦେଶ_ରହନା_ଚାହିୟେ_ଅଟଳ
ରୁପେଲି ପରଦାରେ ଉଭା ହେବେ କାଳଜୟୀ ଜନନାୟକ ଅଟଳ ବିହାରୀ ବାଜପେୟୀ । ପୂର୍ବତନ ପ୍ରଧାନମନ୍ତ୍ରୀ ଓ ବିଶିଷ୍ଟ ବିଜେପି ନେତା ବାଜପେୟୀଙ୍କ ଜୀବନ ଚରିତକୁ ନେଇ ତିଆରି ହେଉଛି ବାୟୋପିକ । ଏହି ବଲିଉଡ ଫିଲ୍ମର ନାଁ, ‘’ମେଁ ରହୁଁ ନା ରହୁଁ, ୟେ ଦେଶ ରହନା ଚାହିୟେ –ଅଟଳ’ । ଏହି ଫିଲ୍ମଟି ରିଲିଜ ହେବ ବାଜପେୟୀଜିଙ୍କ ୯୯ ତମ ଜୟନ୍ତୀ ଅବସରରେ । ୨୫ ଡିସେମ୍ବର ହେଉଛି ବାଜପେୟୀଜିଙ୍କ ଜନ୍ମ ଦିବସ । ତେଣୁ ୨୦୨୩ କ୍ରିସମାସ ସମୟରେ ସିନେ ପରଦାରେ ଦର୍ଶକ ଦେଖିବେ ଏହି ଚଳଚିତ୍ର ।
#exprimeminister #AtalBihariVajpayee #bollywood #biopicmovies #Odisha #ArgusNews