୧ କେଜି ଟମାଟୋର ମୂଲ୍ୟ ୫୦୦ଟଙ୍କା । ପାକିସ୍ତାନରେ ୫୦୦ ଟଙ୍କା ଦେଲେ ମିଳୁଛି ମାତ୍ର ୧ କେଜି ଟମାଟୋ ।ଏହା ସାଙ୍ଗକୁ ପିଆଜ କିଲୋ ପିଛା ୪୦୦ ଟଙ୍କା । ପ୍ରଳୟଙ୍କରୀ ବନ୍ୟା କାରଣରୁ ପାକିସ୍ତାନ ବଜାରରେ ମହଙ୍ଗା ମାଡ ।
#Tamato #PriceHike #Pakistan #ArgusNews
Be the first to know any news. You will get latest stories and video updates through the day. You can turn them off anytime.