ଉଡ଼ାଜାହାଜରେ ପଡିନି ପାଦ ,କିନ୍ତୁ ବୁଲିଲେଣି ୧୯୪ ଦେଶ । ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ଗୋଟିଏ ଥର ଯାତ୍ରାରେ କଲେଣି ପୃଥିବୀ ଭ୍ରମଣ
ଆକାଶ ପଥକୁ ନ ବାଛି ଆପଣାଇଛନ୍ତି କଠିନ ରାସ୍ତା । ଆଠବର୍ଷ ହେଲା ଟ୍ରେନ ,ବସ ଆଉ ଜଳ ଜାହାଜରେ ଯାତ୍ରା କରୁଛନ୍ତି ଥୋର କିନ୍ତୁ କାହିଁକି ? କଣ ରହିଛି ତାଙ୍କର କଠିନ ମାର୍ଗରେ ଭ୍ରମଣ ପଛର ରହସ୍ୟ ? ।
#HongKong #Visit #World #ArgusNews