ପାକିସ୍ତାନରେ ଧାର୍ମିକ ଉତ୍ପୀଡନ ଓ ଅତ୍ୟାଚାରର ସମ୍ମୁଖୀନ ହୋଇ ଭାରତ ଆସି ଦିଲ୍ଲୀରେ ରହୁଥିବା 2 ଶହ ହିନ୍ଦୁ ପରିବାରଙ୍କ ଦୟନୀୟ ସ୍ଥିତିକୁ ନେଇ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି । ହାଇକୋର୍ଟ ଦିଲ୍ଲୀରେ ବିଜୁଳି ଯୋଗାଣ କରୁଥିବା କମ୍ପାନୀ ଟାଟା ପାୱାର ଦିଲ୍ଲୀ ଡିଷ୍ଟ୍ରିବ୍ୟୁସନ ଲିମିଟେଡକୁ 30 ଦିନ ମଧ୍ୟରେ ବିସ୍ଥାପିତ ହିନ୍ଦୁ ମାନଙ୍କୁ ବିଜୁଳି କନେକ୍ସନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
#delhi #HighCourt #ElectricConnection #ArgusNews