ଆଜିକୁ ଠିକ୍ ୪ ମାସରେ ପହଁଚିଛି ରୁଷ୍–ୟୂକ୍ରେନ୍ ଯୁଦ୍ଧ । ଯୁଦ୍ଧ କେବେ ଶେଷ ହେବ ତା’ର କୌଣସି ସୂଚନା ନାହିଁ । ଉଭୟ ପକ୍ଷର ଅନେକ କ୍ଷୟକ୍ଷତି ହେବାରେ ଲାଗିଛି । ମାତ୍ର ଏହାରି ମଧ୍ୟରେ ୟୂକ୍ରେନକୁ ମିଳିଛି ଏକ ସଫଳତା ।
#Ukraine #Russia #UkraineRussiawar #International #War #ArgusNews