#ବିବାହ_ବା_ଭଲ_ପାଇବା_ପାଇଁ_କୌଣସି_ସଠିକ_ବୟସ_ନଥାଏ !
ଏହାକୁ ସତ କରି ଦେଖାଇଛନ୍ତି ଦୁଇଜଣ ବିଶିଷ୍ଟ ବ୍ୟକ୍ତି । ଚନ୍ଦ୍ରକୁ ଯାଇଥିବା ୨ୟ ବ୍ୟକ୍ତିଙ୍କ ଚତୁର୍ଥ ବିବାହ । ୯୩ ବର୍ଷରେ ୩୦ ବର୍ଷ ସାନ ମହିଳାଙ୍କୁ ବାହାହେଲେ। କଥାଟା ଆପଣ ବିଶ୍ବାସ କରିପାରୁନାହାନ୍ତି ନାଁ । କିନ୍ତୁ ଏହା ସତ । ଦେଖନ୍ତୁ ଏହି ରିପୋର୍ଟ
#ArgusNews #Marriage #BuzzAldrin #4thMarriage