50ବର୍ଷ ପରେ ନିର୍ବାପନ ହେବ ଅମର ଯବାନ ଜ୍ୟୋତି । 2ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ଜାତୀୟ ଯୁଦ୍ଧ ମେମୋରିଆଲର ଜ୍ୟୋତି ସହିତ ଏହି ଜ୍ୟୋତି ବିଲୀନ ହେବ । 1971 ମସିହାରେ ବାଂଲାଦେଶ ଯୁଦ୍ଧରେ ବିଜୟ ପରେ ସହୀଦ ଯବାନଙ୍କ ସ୍ମୃତିରେ ଇଣ୍ଡିଆ ଗେଟ ଠାରେ ଏହାର ନିର୍ମାଣ କରାଯାଇଥିଲା ।
#AmarJawanJyoti #NationalWar #Memorial #IndiaGate #Bangladesh #Odisha #ArgusNews