ରାମାୟଣ କଥା ଶୁଣାଇ ୧୪ ବର୍ଷର ଝିଅ ରାମ ମନ୍ଦିର ନିର୍ମାଣ ପାଇଁ ଦାନ କଲେ ୫୨ ଲକ୍ଷ। ଆଜିର ଆଧୁନିକ ଦୁନିଆରେ ଯେଉଁଠାରେ ଅଧିକାଂଶ ପିଲା ମୋବାଇଲ୍ ଗେମ ଖେଳିବାରେ ହିଁ ବ୍ୟସ୍ତ ରହୁଛନ୍ତି ଏପରି ସମୟରେ ଏମିତି ବି ପିଲା ଅଛନ୍ତି ଯେଉଁମାନେ ଆଧ୍ୟତ୍ମିକତା ଆଡକୁ ଆକୃଷ୍ଟ ହେଉଛନ୍ତି।
#ArgusNews #52lakhs #donated #RamTemple #LittleGirl #Odisha