କମ ବୟସରେ ପରିବାରର ଚାପ । ୭ ବର୍ଷର ପିଲା କରୁଛି ଡେଲିଭର ବୟ କାମ । ବେଳେବେଳେ ପରିସ୍ଥିତି ଆମକୁ କମ ବୟସରେ ବି ଦାୟିତ୍ଵବୋଧତା ର ମୂଲ୍ୟ ବୁଝାଇଦିଏ । ଯାହା ଏଇ ଛୋଟପିଲାଟି ଭିତରେ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି,ଯେଉଁଥିରେ ଏକ ୭ ବର୍ଷର ବାଳକଟି ଡେଲିଭର ବୟ ଭାବେ କାମ କରୁଛି ।
#viralvideo #zomato #deliveryboy #Familypressure #Odisha #ArgusNews