ପୁଣି ଅର୍ପିତାଙ୍କ ଘରେ ED, ଜବତ ହେଲା ବିପୁଳ ଟଙ୍କା । ପ୍ରଥମ ଥର ଚଢାଉରେ ଜବତ ହୋଇଥିଲା 20 କୋଟି ଟଙ୍କା । ହେଲେ ଥରକରେ ଛିଡିଲା ନାହିଁ ଦୁର୍ନୀତିର ଚେର । ପୁଣି ପଶ୍ଚିମବଙ୍ଗ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ଓ ତାଙ୍କର କିଛି ନିକଟ ସମ୍ପର୍କୀୟଙ୍କ ଘରେ ଚଢାଉ କରିଛି ତଦନ୍ତକାରୀ ସଂସ୍ଥା ।
#WestBengal #ArpitaMukherjee #ParthaChatterjee #ED #ArgusNews