କ୍ରୁଜ୍ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନ୍ଙ୍କ ପୁଅ ଆର୍ୟାନ ଖାନ୍ଙ୍କୁ ମିଳିଛି କ୍ଲିନ୍ଚିଟ୍। ଏନ୍ସିବି ପକ୍ଷରୁ କରାଯାଇଥିବା ଚାର୍ଜସିଟ୍ରେ ଆର୍ୟାନଙ୍କ ନାଁ ନାହିଁ ବୋଲି ସୂଚନା ରହିଛି।
#AryanKhan #AryanKhannews #NCB #Cruisecase #cruiseparty #MumbaiCruisecase #National #ArgusNews