ପ୍ରଧାନମନ୍ତ୍ରୀଙ୍କ ୮୯ତମ `ମନ କି ବାତ୍' କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ରେଡିଓରେ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶବାସୀ ସ୍ବଚ୍ଛତାର ସଂକଳ୍ପକୁ ମନେ ରଖିବା ଉଚିତ । ଏହାସହ କରୋନା କାଳରେ ଯୋଗର ମହିମା କଥା କହିଛନ୍ତି ପ୍ରଧାନମନ୍ତ୍ରୀ । ଦଳୀୟ କର୍ମୀଙ୍କ ସହ ସାମିଲ ହୋଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶୁଣନ୍ତୁ ଏ ନେଇ କଣ କହୁଛନ୍ତି କେନ୍ଦ୍ରମନ୍ତ୍ରୀ
#DharmendraPradhan #NarendraModi #MaanKiBaat #ArgusNews