#ଇଂଲଣ୍ଡରେ_ମରୁଡି_ସ୍ଥିତି
ଇଂଲଣ୍ଡ ଓ ଓ୍ୱେଲ୍ସରେ ଚାରିଦିନିଆ ଚରମ ଗ୍ରୀଷ୍ମପ୍ରବାହ ଲାଗିରହିଥିବାରୁ ଆଲର୍ଟ ଜାରି କରାଯାଇଛି। ବ୍ରିଟେନରେ ମରୁଡି ସ୍ଥିତି ଉପୁଜିଥିବାବେଳେ ଫ୍ରାନ୍ସରେ ବନାଗ୍ନି ଦେଖିବାକୁ ମିଳିଛି। ଲଗାତାର ଅନାବୃତ୍ତି ଓ ଗ୍ରୀଷ୍ମ ପ୍ରବାହ ଯୋଗୁ ଇଂଲଣ୍ଡର ବିଭିନ୍ନ ଭାଗରେ ମରୁଡି ଦେଖାଦେଇଛି।
#England #Wales #summerstream #Droughtconditions #National #ArgusNews