ଦୁଲୀପ ଟ୍ରଫି ପାଇଁ ଇଷ୍ଟ ଜୋନ ଦଳ ଘୋଷଣା । ମନୋଜ ତିଓ୍ବାରୀ ଅଧିନାୟକ, ବିରାଟ ସିଂ ଉପଅଧିନାୟକ ମନୋନୀତ । ଏକମାତ୍ର ଓଡିଆ ଖେଳାଳି ଭାବେ ଟିମରେ ସ୍ଥାନ ପାଇଲେ ଶାନ୍ତନୁ ମିଶ୍ର । ସେପ୍ଟେମ୍ବର ୫ରୁ ଆରମ୍ଭ ହୋଇ 25ଯାଏ ଖେଳାଯିବ ଟୂର୍ଣ୍ଣାମେଣ୍ଟ ।
#ShantanuMishra #Odiaplayer #Duleeptrophy #tournament #ArgusNews