ଦିଲ୍ଲୀରୁ ଦୁବାଇ ଅଭିମୁଖେ ଜାଉଥିବା ସ୍ପାଇସ ଜେଟ SG-11 ପାକିସ୍ତାନ ର କରାଚୀ ଠାରେ ଏମରଜେନସି ଲାଣ୍ଡିଂ କରିଥିବାର ଜଣାପଡିଛି। ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣକୁ କରାଚୀ ବିମାନବନ୍ଦରରେ ବିମାନକୁ ଜରୁରୀ ଅବତରଣ କରାଯାଇଛି ।
#SpiceJet #landed #DelhiToDubai #emergencylanding #ArgusNews