ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଦେଶରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଲକ୍ଷ୍ୟରେ ଆଜିଠୁ ନିଯୁକ୍ତି ମେଳା । ଭିଡିଓ କନଫରେନ୍ସିଂରେ ଯୋଗ ଦେଇ ମେଳାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।
#Jobfair #inaugurate #Employment #centralgovernment #NarendraModi #national #ArgusNews