ଝାଡଖଣ୍ଡର କିଛି ମୁସଲମାନ ବହୁଳ ଅଂଚଳରେ ଏବେ ରବିବାର ବଦଳରେ ଜୁମ୍ମା ଅର୍ଥାତ ଶୁକ୍ରବାର ଦିନ ସ୍କୁଲ ଛୁଟି । ୭୦ ପ୍ରତିଶତରୁ ଅଧିକ ମୁସଲମାନ ଥିବା ଅଂଚଳରେ ଜୋର ଜବରଦସ୍ତି ବଦଳାଇଲେ ସ୍କୁଲ ଛୁଟିର ଦିନ । ଜାମତଡା ଅଂଚଳରେ ୧୦୦ଟି ସ୍କୁଲର ଏହି ଅବସ୍ଥା ।
#Jharkhand #Jumma #Muslims #FridaySchoolClosed #Jamtada #National #ArgusNews