ଦିନକୁ ରନ୍ଧା ଯାଉଛି ୧୮୦୦ କେଜି ଚାଉଳ ଆଉ ୨୫୦୦ କେଜି ଡାଲି । ୧୦୦ ଗ୍ୟାସ ହାଣ୍ଡି ସହିତ ବ୍ୟବହାର ହେଉଛି ଟ୍ରକ ଟ୍ରକ କାଠ ।ଏଠାରେ ଦିନକୁ ଲକ୍ଷେ ଲୋକଙ୍କ ପାଇଁ ପ୍ରସ୍ତୁତ ହେଉଛି ଭୋଜନ । ଦିନେ ନୁହଁ କି ମାସେ ନୁହଁ ବିଗତ ୫୦୦ ବର୍ଷ ଧରି ପଂଜାବର ସ୍ବର୍ଣ୍ଣ ମନ୍ଦିରରେ ଜାରି ରହିଛି ଏଭଳି ଭୋଜନ ସେବା ।
#freekitchen #GoldenTemple #gurdwara #GoodNews #Amritsar #punjab #National #ArgusNews