କୁହାଯାଏ ଯେ ଯଥାର୍ଥ ସହ ଅପରିଚିତ ମଣିଷ ଯେତେବେଳେ ଖୁବ ବଡ ସ୍ପପ୍ନ ଦେଖେ ସେତେବେଳେ ସେ ଅଚାନକ ଭାବେ ତଳେ ପଡି ଯାଇଥାଏ ଓ ତାର ସମସ୍ତ ସୁନେଲି ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଏ । ଭାରତୀୟ ରାଜନୀତିରେ ଠିକ ଏପରି ଜଣେ ରାଜନେତାଙ୍କ ସହ ହୋଇଛି । ସେ ହେଉଛନ୍ତି ଏଆଇଏମଏମର ମୁଖ୍ୟ ଅସାଦୁଦିନ ଓବେସୀ
#Politics #AsaduddinOwaisi #Bihar #ArgusNews