ପ୍ରଥମ ଦିନରେ ପାୱାର ଦେଖାଇଲେ ପନ୍ତ୍ । ଏଜବାଷ୍ଟନରେ ବ୍ୟାଟିଂ ବିପର୍ଯ୍ୟୟ ପରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ କମ୍ବ୍ୟାକ କରିଛି ଟିମ୍ ଇଣ୍ଡିଆ। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୭ ୱିକେଟ ହରାଇ ୩୩୮ ରନ୍ କରିଛି ।
#IndiavsEngland #sports #Match #ArgusNews
Be the first to know any news. You will get latest stories and video updates through the day. You can turn them off anytime.