ଆମ ଆଦମୀ ପାର୍ଟିର ବିଧାୟକ ତଥା ଅରବିନ୍ଦ କେଜରିୱାଲଙ୍କ ଏକାନ୍ତ ଅନୁଗତ ବୋଲି କୁହା ଯାଉଥିବା ଅମାନତୁଲ୍ଲାହ ଖାନଙ୍କ ବିରୁଦ୍ଧରେ ଦିଲ୍ଲୀର ଉପ ରାଜ୍ୟପାଳ ବିକେ ସାକ୍ସେନା ଆଠ ବର୍ଷ ପୁରୁଣା ଏକ ଦୁର୍ନୀତି ମାମଲାରେ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି
#AamAdmiParty #ArvindKejriwal #AmanatullahKhan #CBI #Corruption #ArgusNews