#ସାଧୁ_ବନିଲେ_ସଇତାନ୍
#ପୁଣି_ଲଜ୍ଜିତ_ହେଲା_ମାନବିକତା
ଚିତ୍କାର କରି ଛାଡିଦେବାକୁ ନେହୁରା ହେଉଛି ଛୋଟ ପିଲାଟି। ସାହାଯ୍ୟ କରିବାକୁ କାନ୍ଦି କାନ୍ଦି କାକୁତି ମିନତି କରୁଛି। ଅଙ୍କଲ ମତେ ପ୍ଲିଜ ବଞ୍ଚାଅ ବୋଲି ବିକଳ ହୋଇ ସାହାଯ୍ୟ ମାଗୁଛି...। ଦେଖନ୍ତୁ ଏହି ଭାଇରାଲ୍ ଭିଡ଼ିଓ...।
#MadhyaPradesh #mandir #sadhu #inhumanity #ArgusNews