#ମହୁଆଙ୍କ_ହାତରେ_ପଡିବ_ହାତକଡି
#ଲଞ୍ଚ_ହେଲା_ଏଫଆଇଆର
ମହୁଆ ହେବେ ଗିରଫ । ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଲଞ୍ଚ ହେଲା ଏଫଆଇଆର । ହିନ୍ଦୁ ଦେବୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣି କରି ବିବାଦ ଘେରରେ ଛନ୍ଦି ହୋଇପଡିଥିବା ମମତା ମଣ୍ଡଳୀର ମହୁଆ ମୋଇତ୍ରାଙ୍କୁ ଦେଶ ସାରା ବିରୋଧ ।
#WestBengal #TMC #MahuaMoitra #Protest #odisha #ArgusNews