ଆଜି ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟ ଗୈାରବ ଅଭିଜାନ କାର୍ଯକ୍ରମ ଅବସରରେ ଗୁଜୁରାଟରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାକୁ ପହଂଚିଛନ୍ତ॥ ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୁଜୁରାଟର ପଂଚମାଳା ପର୍ବତ ରେ ଥିବା କଲିକା ମାତା ମନ୍ଦିର ର ପୂନର୍ନିର୍ମାଣ ର ଉଦଘାଟନ କରିବା ସହିତ ମନ୍ଦିରରେ ପୂଜା କରିଥିଲେ
#Gujurat #NarendraModi #Worship #Temple #ArgusNews