ପ୍ରାରମ୍ଭିକ ସୋପାନ ପାଇଁ ରାଷ୍ଟ୍ରୀୟ ପାଠ୍ୟକ୍ରମ ରୂପରେଖ ୨୦୨୨ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗୁରୁବାର ନୂଆଦିଲ୍ଲୀ ସ୍ଥିତ ରଙ୍ଗ ଭବନ ଠାରେ କେନ୍ଦ୍ରମନ୍ତ୍ରୀ ପାଠ୍ୟକ୍ରମ ରୂପରେଖ ୨୦୨୨କୁ ଉନ୍ମୋଚନ କରିଛନ୍ତି...।
#newdelhi #DharmendraPradhan #NationalCurriculumFramework #ArgusNews