ମୁଁ ଓଡିଆ ସିନେମାର ସମସ୍ତ ଚଳଚ୍ଚିତ୍ର ସାମ୍ବାଦିକଙ୍କୁ ଏହି ପୁରସ୍କାର ଉତ୍ସର୍ଗ କରୁଛି ଏବଂ ଏହି ପୁରସ୍କାର ଗ୍ରହଣ କରିଥିବାରୁ ମୁଁ ନିଜକୁ କୃତଜ୍ଞତା ଅନୁଭବ କରୁଛି : ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ସୂର୍ଯ୍ୟ ଦେଓ
#Suryadeo #NationalFilmAwards #filmjournalist #OdiaCinema #68thnationalAward #National #ArgusNews