ନୂଆ ସଂସଦ ଭବନର ଛାତ ଉପରେ ଉନ୍ମୋଚିତ ହୋଇଥିବା ଅଶୋକ ସ୍ତମ୍ଭକୁ ନେଇ ଆରମ୍ଭ ହୋଇଛି ରାଜନୀତି । ପୁରୁଣା ଅଶୋକ ସ୍ତମ୍ଭ ଏବଂ ନୂଆ ଅଶୋକ ସ୍ତମ୍ଭ ମଧ୍ୟରେ ଅନେକ ଫରକ । ପୁରୁଣା ଅଶୋକ ସ୍ତମ୍ଭରେ ଥିବା ସିଂହ ଗୁଡ଼ିକ ସେତିକି ମୁହଁ ଖୋଲିନି ଯେତିକି ନୂଆ ଅଶୋକ ସ୍ତମ୍ଭରେ ରହିଛି ।
#parliamentbuilding #Ashokapillar #politics #byelections #ArgusNews