#ରାହୁଲ_ଅଞ୍ଜଳିଙ୍କ_ବାହାଘର_ଆଉ_ବାରାତ୍
#ବାରାତ୍_ରେ_୧୦୦ରୁ_ଉର୍ଦ୍ଧ୍ବ_ଗାଡ଼ିର_ଲମ୍ବା_ଲାଇନ୍
ମହାରାଷ୍ଟ୍ରର ବିଲଡର, ଗାର୍ମେଣ୍ଟ ବ୍ୟବସାୟୀ ତଥା ଜାଲନାରେ ଏସଆରଜେ ପିଟି ଷ୍ଟିଲ୍ସ ପ୍ରାଇଭେଟ୍ ଲିମିଟେଡ୍ ଓ କାଲିକା ଷ୍ଟିଲ୍ ଆଲଏଜ ପ୍ରାଇଭେଟ ଲିମିଟେଡ କମ୍ପାନୀର ମାଲିକଙ୍କ ଘରେ ହୋଇଛି ଆଇଟି ରେଡ୍ । ପୂର୍ବରୁ ୩ ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଟିକସ ଫାଙ୍କି ଅଭିଯୋଗ ରହି ଆସିଥିଲା ବ୍ୟବସାୟୀଙ୍କ ବିରୋଧରେ ।
#maharashtra #ITRaid #business #Odisha #ArgusNews