ରାଜସ୍ଥାନ ରାଜନୀତି ଏବେ ସରଗରମ। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଛି କଂଗ୍ରେସ ଦଳ ମଧ୍ୟରେ ଟଣାଓଟରା। ଏହି ପରିସ୍ଥିତିରେ କିଏ ହେବ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ସେନେଇ ଛିଡୁନି ଅଙ୍କକଶା। ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସ୍ପେନ୍ସ ବଢୁଥିବାବେଳେ ହାଇକମାଣ୍ଡ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି। ତେବେ ତାହା ପୂର୍ବରୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ପରୋକ୍ଷରେ ହାଇକମାଣ୍ଡଙ୍କୁ ଚେତାବନୀ ଦେଇଛନ୍ତି।
#AshokGehlot #Congress #rajasthan #ChiefMinister #National #ArgusNews