ବାହାରିନରେ ଥିବା ISKCON ସାଗାୟା ମନ୍ଦିର ଆନୁକୁଲ୍ୟରେ ମହାବାହୁଙ୍କ ଯାତ୍ରାକୁ ଧୁମଧାମରେ ପାଳନ କରିଲେ ବାହାରିନ ଓଡିଆ ସମାଜ । ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହାରାଜ ଏବଂ ଓଡ଼ିଆ ସମାଜ ସଦସ୍ୟଙ୍କ ନେତୃତ୍ବରେ ଏହି ଉତ୍ସବ ପାଳନ କରାଜାଇଛି
#Baharin #OdiaSamaja #Iskcon #SagayaTemple #RathaYatra2022 #ArgusNews