ବିଶ୍ବ ପରିବେଶ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦି ସେଭ ସଏଲ ବା ମିଟ୍ଟି ବଚାଓ ଆଦୋଳନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସେ କହିଛନ୍ତି, ମାଟି ଆମର ଜୀବନ। ତେଣୁ ମାଟିକୁ ଜୀବନ୍ତ ରଖିବାର ପ୍ରୟାସ ଜାରୀ ରହିବା ଦରକାର ବୋଲି ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
#SaveSoil #Mittibachao #SaveSoilprogramme #PMmodi #PMnarendramodi #National #ArgusNews