IIT ମାଡ୍ରାସରେ 5Gର ସଫଳ ପରୀକ୍ଷଣ । ଭଏସ ଏବଂ ଭିଡିଓ କଲ୍ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସମ୍ପୂର୍ଣ୍ଣ ଏଣ୍ଡ ଟୁ ଏଣ୍ଡ ନେଟୱାର୍କ ଭାରତରେ ନିର୍ମିତ । ସ୍ବଦେଶୀ ଦୂରସଂଚାର ପ୍ରଣାଳୀ ଭାରତର ସଶକ୍ତ ମୂଳଦୂଆ ପ୍ରଯୁକ୍ତି ପ୍ରଗତିକହିଲେ କେନ୍ଦ୍ରମନ୍ତ୍ରୀ ।
#UnionMinister #ashwinivaishnaw #IITMadras #5GTechnology #trialnetwork #National #ArgusNews