ଯେତେବେଳେ ବିଜେପି ଦେଶ ବିଭାଜନ ଷଡଯନ୍ତ୍ର ବିଷୟରେ ଲୋକଙ୍କୁ ସଚେତନ କରିବାକୁ ଆରମ୍ଭ କରିଛି, ସେହି ସମୟରେ ଏଥିରୁ ଧ୍ୟାନ ଦୂରାଇବା ପାଇଁ TMC ଗ୍ରେଟ୍ କାଲକଟା କିଲିଙ୍ଗସ୍ ଦିବସ ପାଳନ କରୁଛି ।ଏହି TMC ଚକ୍ରାନ୍ତ କୁ ବିରୋଧ କରି ବଜେପି ନେତା ଦିଲ୍ଲୀପ ଘୋଷ, ସୁଭେନ୍ଦୁ ଅଧିକାରୀ ଗିରଫ ହୋଇଛନ୍ତି।
#ArgusNews #WestBengal #TMC #BJP #Protest #DilipGhosh #SuvenduAdhikari #Partition #Arrest