ଟ୍ଵି-20 ସିରିଜରେ କେ.ଏଲ୍. ରାହୁଲଙ୍କୁ ଅଧିନାୟକ ଦାୟିତ୍ଵ । ଟିମରେ ଋତୁରାଜ ଗାଏକୱାଡ୍, ଈଶାନ କିଷାନ, ଦୀପକ ହୁଡ୍ଡା ସାମିଲ୍ । ଶ୍ରେୟସ୍ ଆୟର, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭି. ଆୟର ସାମିଲ୍ I
#T_20 #KLrahul #tbt_20series #Team #TeamIndia #Sports #ArgusNews #National #Odisha #Cricket