ପୁଅକୁ ଉଦ୍ଧାର କରିବାକୁ ବାପା ମାଙ୍କ ଆକୁଳ ନିବେଦନ !
ସାରା ବିଶ୍ୱ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଚିନ୍ତାରେ ଥିବା ବେଳେ ଏହାର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି ଭାରତୀୟ ଅଭିଭାବକଙ୍କ ଉପରେ । ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରର ମଧ୍ୟ କିଛି ପିଲା ୟୁକ୍ରେନରେ ଡାକ୍ତରୀ ପାଠ ପଢୁଛନ୍ତି ।
#RussiaUkrainewar #Sundargarh #Medicalstudent #ArgusNews