ବଙ୍ଗଳା ସିନେମାନେ ସେମାନଙ୍କ ଦବଦବା କିଛି କମ୍ ନ ଥିଲା । ଅଭିନୟରେ ସେମାନେ ସମସ୍ତେ ଥିଲେ ଦକ୍ଷ । ବଙ୍ଗୀୟ ସିନେମାନେ ସେମାନଙ୍କ ଫ୍ୟାନ ଫଲୋଇଂ ବି କିଛି କମ୍ ନ ଥିଲା । ହେଲେ ଦିନ କେଇଟାର ଅନ୍ତରାଳ ଏହି ୩ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି।
#Tollywood #Odisha #BENGALIACTOR #ArgusNews #odisha