#ପୁଣି_ଉଦ୍ଧବଙ୍କୁ_ଟାରଗେଟ_କଲେ_କଙ୍ଗନା_ରାଣାଓ୍ବତ
#ଭିଡିଓ_ଜାରି_କରି_ଖୁବ_ଧୋଇଲେ_କଙ୍ଗନା
ମହାରାଷ୍ଟ୍ରରେ ଗଠନ ହୋଇଛି ନୂଆ ସରକାର। ଗତକାଲି ଉଦ୍ଧବଙ୍କ ଇସ୍ତଫା ପରେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏକନାଥ ସିନ୍ଦେ। ତେବେ ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଇସ୍ତଫା ଦେବା ପରେ ଟାର୍ଗେଟ କରିଛନ୍ତି ବଲିଉଡ କ୍ଵିନ କଙ୍ଗନା ରଣାୱତ ।
#maharashtra #bollywoodActress #KanganaRanaut #EknathShinde #UddhavThackeray #ArgusNews