#ବହିଚୋର_ମନ୍ତ୍ରୀ !
ଆଖିରେ କଳା ଚଷମା । ଦାନ୍ତ ଚିପିଚିପି ଟିଭି ବୁମ୍ ଆଗରେ ଦିଅନ୍ତି ଜବରଦସ୍ତ ବୟାନ। ସମାଜବାଦୀ ପାର୍ଟି ଶାସନ କାଳରେ ଉତ୍ତର ପ୍ରଦେଶରେ ଦିନେ ଥିଲା ତାଙ୍କର ନାହିଁ ନଥିବା ଦବଦବା । କିଏ ସେହି ମନ୍ତ୍ରୀ ? ଦେଖିବା ଏହି ରିପୋର୍ଟ
#Uttarpredesh #AzamKhan #politics #ArgusNews