ଆତଙ୍କବାଦୀଙ୍କୁ ଚେକ୍ ଦେବେ ଗାଁ ଲୋକ । ଜାମ୍ମୁକାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ନୂଆ ରୂପ । ନିକଟରେ ପ୍ରଚଳିତ ହୋଇଛି ଭିଲେଜ୍ ଡିଫେନ୍ସ ଗାର୍ଡ଼ସ ସ୍କିମ୍ -୨୦୨୨ । ଏହି ଯୋଜନା ଅଧିନରେ ଜାମ୍ମୁକାଶ୍ମୀରର ଆତଙ୍କବାଦ ପ୍ରପିଡ଼ିତ ବିଭିନ୍ନ ଗାଁର ଲୋକମାନଙ୍କୁ ଦିଆଯାଉଛି ଅସ୍ତ୍ରଶସ୍ତ୍ର ଚଳାଇବାର ଶିକ୍ଷା
#Jammukashmir #DefenceGuard #Training #ArgusNews