#ଆମେ_ବହୁତ_ଖୁସି_କି_ଏ_ଟାୱାର_ଭାଙ୍ଗିବାକୁ_ଯାଉଛି
୯ ସେକେଣ୍ଡରେ ମାଟିରେ ମିଶିବ ନୋଏଡାର ଟୁଇନ ଟାୱାର । ସୁପ୍ରିମ କୋର୍ଟଙ୍କ ଆଦେଶ ବଳରେ ଧ୍ୱସ୍ତ କରାଯିବ ହଜାରେ କୋଟିର ଏହି ପ୍ରପର୍ଟି । ଅଗଷ୍ଟ ୨୮ରବିବାର ଅପରାହ୍ନରେ ତିନି ହଜାର ସାତ ଶହ କେଜି ବାରୂଦରେ ଏହି କୋଠାକୁ ଉଡାଇ ଦିଆଯିବାର ସରିଛି ପ୍ରସ୍ତୁତି । ଆଇନ ଉଲ୍ଲଂଘନ କାରଣରୁ ଟ୍ଵିନ୍ ଟାୱାର ଭୋଗିଛି ଏଭଳି ଅବସ୍ଥା ।
#Noida #twintowers #demolition #IllegalConstruction #National #ArgusNews