ଉତ୍ତର ପ୍ରଦେଶର ଅମରୋହା ଜିଲ୍ଲାରେ ଏକ ବେଆଇନ ମଦ୍ରାସା ଉପରେ ଯୋଗୀ ବାବାଙ୍କ ବୁଲଡୋଜର ଚାଲିଛି ଓ ଏହାକୁ ସମ୍ପୂର୍ଣ ଭାବେ ଧ୍ବସ୍ତ କରି ଦିଆଯାଇଛି । ସରକାରୀ ଜମି ଉପରେ ବେଆଇନ ଭାବେ କବଜା କରିବା ପରେ ଏଠାରେ ବେଆଇନଭାବେ ମଦ୍ରାସା ଚାଲୁଥିଲା
#Uttarpradesh #YogiAdityanath #bulldozer #illegalmadrasa #ArgusNews