#ମାଉଣ୍ଟ_ଏଭେରେଷ୍ଟ_ଆରୋହଣ_କରିବେ_ଡାଉନ୍_ସିଣ୍ଡ୍ରୋମ୍_ଥିବା_୭_ବର୍ଷର_ଶିଶୁ
ଆଦିତ୍ୟ ତିଓ୍ବାରୀ ତାଙ୍କର ୭ ବର୍ଷର ପାଳିତ ଶିଶୁ ଅବିନାଶଙ୍କ ସହ ମାଉଣ୍ଟ ଏଭେରେଷ୍ଟର ବେସ୍ କ୍ୟାମ୍ପ୍ ପର୍ଯ୍ୟନ୍ତ ଆରୋହଣ କରିବେ। ଏଥିପାଇଁ ଗତ ୬ ମାସ ଧରି ସେମାନେ ତାଲିମ ନେଉଛନ୍ତି ।
#mauntain #Everst #babyboy #Climb #training #Downsyndrome #AdityaTiwari #ArgusNews