ବିଜେପି ସଂଗଠନର ଉତ୍ଥାନକୁ ନିଜ ଜୀବନ ଯାତ୍ରା କରିଥିବା ଭାରତୀୟ ରାଜନୀତିର ଚାଣକ୍ୟ ଅମିତ ଶାହଙ୍କ ଜୀବନ ଗାଥା । ମାତ୍ର ୧୩ ବର୍ଷ ବୟସରେ ଲୌହପୁରୁଷ ସରଦାର ପଟେଲଙ୍କ ଝିଅଙ୍କ ପାଇଁ କରିଥିଲେ ନିର୍ବାଚନ ପ୍ରଚାର । ତାଙ୍କରି ନେତୃତ୍ବରେ ବିଜେପି ଆଜି ଭାରତର ଗୌରବ । ଆଜି ଉନ୍ମୋଚିତ ହେଲା 'ଅମିତ ଶାହ ଓ ବିଜେପିର ଯାତ୍ରା' ପୁସ୍ତକ ।
#AmitShah #BJP #Biography #politics #bookunveiled #National #ArgusNews