କିଏ କହିଲା ସେ ପାରିବନି । ସେ ଅଲବତ ପାରିବ । ସେ ବି ଅନ୍ୟମାନଙ୍କ ଭଳି ଦୌଡିବ । ଲଢିବ,ଆଉ ଜିତିବ । କୁନି ଛୁଆଟିଏ ହେଲେ ମଧ୍ୟ ତା ମନୋବଳ ବେଶ ଦୃଢ । ଜିତିବାର ନିଶାରେ ସେ ମସଗୁଲ । କାରଣ ତାକୁ ବି ଅନ୍ୟମାନଙ୍କ ଭଳି ଆଗକୁ ବଢିବାର ଅଛି । ଜୀବନ ଦୋଛକିକୁ ଡେଇଁ ସଫଳତାର ସିଡି ଚଢିବାର ଅଛି ।
#runningcompetition #disabled #girl #strength #hope #viralvideo #ArgusNews