ସୋସିଆଲ ମିଡିଆରେ ଧମାଲ କରୁଛି ଏହି ଦିବ୍ୟାଙ୍ଗ ଭିଡିଓ । ଯାହାଙ୍କ ସୁନ୍ଦର ଅଭିନୟ, ଡ୍ୟାନ୍ସ ଦେଖିଲେ ଆପଣଙ୍କ ଆଖି ବି ଲାଖିଯିବ କିଛି ସମୟ ପାଇଁ । ଆଜିକାଲି ସମସ୍ତେ ରିଲ୍ସ ବାଇଆ । ସେ ଛାତ ଉପରେ ହେଉ କି ରାସ୍ତାଘାଟ କେଉଁ ଯାଗାକୁ ବି ଛାଡୁ ନାହାନ୍ତି ଯୁବପୀଢି ।
#socialmedia #disabled #girl #dance #reel #viralvideo #ArgusNews